ତାଜମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଏଏସ୍‌ଆଇ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ତାଜ୍‌ମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟ ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ) ଏଏସ୍‌ଆଇ ଉପରେ ଖୁବ୍‌ ବର୍ଷିଛନ୍ତି। ସଂପ୍ରତି କୀଟମାନଙ୍କ ଦ୍ୱାରା ସଂକ୍ରମିତ ହୋଇ ତାଜମହଲ ଘୋର କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ନିରାକରଣ ଓ ପ୍ରତିରୋଧ ଦିଗରେ କ’ଣ ପଦକ୍ଷେପ ଗ୍ରହଣ … Continue reading ତାଜମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଏଏସ୍‌ଆଇ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ